//BREAKING//
Loading...

About Us

ଜନ ସ୍ଵର 18 “, ଏକ ବ୍ୟାପକ ୱେବ ମିଡ଼ିଆ ଚ୍ୟାନେଲ, ଯାହା ସାଧାରଣ ଲୋକଙ୍କ ଦ୍ଵାରା ତଥ୍ୟ ପ୍ରଚାର କରିଥାଏ। ୨୦ ଏପ୍ରିଲ ୨୦୨୬ ରେ ରୁନ୍ଦ୍ରପ୍ରସାଦ ବନମାଳି ମୁଣ୍ଡ ଙ୍କ ଦ୍ଵାରା ନିର୍ମିତ, ଆମର ପ୍ଲାଟଫର୍ମ ସାମାଜିକ ନ୍ୟାୟ ଓ ସକାରାତ୍ମକ ପରିବର୍ଭନ ପ୍ରତି ନିର୍ବିଶ କରିଥାଏ।

ଜନ ସ୍ଵର 18 ହେଉଛେ ଗୋଟେ ସ୍ଵତନ୍ତ୍ର ଓ ସଚେତନ ଖବର ସନ୍ଧାନ ପ୍ଲାଟଫର୍ମ, ଯେଉଁଥରେ ଆପଣା ଦେଶ ଓ ସମାଜର ଗରିବ ଲୋକମାନଙ୍କର  ଆବାଜ ଉଠେ । ଆମର ବିଶ୍ବାସ ହେଉଛେ ଜନସମ୍ପର୍କିତ ସମସ୍ୟା, ସଫଳତାର କାହାଣୀ ଓ ଚାଲୁ ଘଟଣାକୁ ଦୁନିଆ ଆଗରେ ଆଣି କି ଆସେ ଗୋଟେ ପୋଜେଟିବ ପରିବର୍ତନ ଆସେ।

ଆମ ଲକ୍ଷ୍ୟ:

ଜନ ସ୍ଵର 18ର ମୁଖ୍ୟ ଲକ୍ଷ୍ୟ ହେଉଛେ ଆବାଜ ଭିନ୍ନ, ନିର୍ବିକାର ଓ ସଠିକ୍ ଖବର ପ୍ରଦାନ କରିବା । ସମାଜର ସମସ୍ତ ଶ୍ରେଣୀର ଲୋକମାଙ୍କର  ଚିନ୍ତା, ଆବଶ୍ୟକ‌ତା ଓ ଚେତନାକୁ ଗୁରୁତ୍ବ ଦେଇ ଆଗକୁ ଆଣିବାରେ ଆମର ଶ୍ରଦ୍ଧା।

ଆମ ଭିନ୍ନତା:

  • ଘଟଣାସ୍ଥଳରେ ଘଟିଥିବା ଖବରକୁ ସଠିକ୍ ଭାବେ ପ୍ରସ୍ତୁତ କରିବା।
  • ସ୍ବତନ୍ତ୍ର ରାଜନୈତିକ ଓ ସାମାଜିକ ମତ ଉପସ୍ଥାପନ କରିବା।
  • ଲୋକାଲ ଓ ଗ୍ଲୋବାଲ ଖବରକୁ ସରଳ ଓ ସ୍ପଷ୍ଟ ଭାଷାରେ ଦେଖାଇବା।
  • ସାଧାରଣ ଲୋକମାଙ୍କର ଆବାଜ କୁ ଉଠାଇବା।

ଜନ ସ୍ଵର 18 କେବଳ ଗୋଟେ ଖବର ସାଇଟ ନୁହେଁ, ଏହା ଆପଣାର ଆବାଜ ଓ ପରିବର୍ତ୍ତନର ଆଗୁଆଣେ । ଆପଣଙ୍କର ମତାମତ, ଅଭିଜ୍ଞତା ଓ ନୂଆ ଭାବନାକୁ ଆମେ ସମ୍ମାନ କରୁ । ଆମର ମୁଖ୍ୟ ଉଦ୍ଦେଶ୍ୟ ଲୋକଙ୍କୁ ପରିଚିତ, ଶିକ୍ଷିତ ଓ ଏକତ୍ର କରିବା, ଯେପରିକି ସେମାନେ ପରିବର୍ତ୍ତନ ଆଣିବାରେ ସାମିଲ ହୋଇପାରିବେ।

ଆସନ୍ତୁ, ଆମ ସହିତ ଯୋଡି କି  ଦେଖନ୍ତୁ କିପରି ଜନ ସ୍ଵର 18 ସାଧାରଣ ଲୋକଙ୍କର ଆବାଜ  ଓ ପରିବର୍ତ୍ତନର ସ୍ତର ଭାବେ ତାଳମେଳ କରୁଛେ।

Post a Comment