//BREAKING//
Loading...

ଭିଜିଲାନ୍ସ ଜାଲରେ ଆଟିଗାଁ ପଞ୍ଚାୟତ ଏଡିଇଓ, ପ୍ରଧାନମନ୍ତ୍ରୀ ଆବାସ ପାଇଁ ୬ ହଜାର ଲାଞ୍ଚ ନେବା ବେଳେ…

 


ଭବାନୀପାଟଣା,୫।୫(ରୁଦ୍ରପ୍ରସାଦ ବନମାଳୀ ମୁଣ୍ଡ): ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଆଟିଗାଁ ପଞ୍ଚାୟତ ଏଡିଇଓ ଦେବେନ୍ଦ୍ର ସାହୁ । ପ୍ରଧାନମନ୍ତ୍ରୀ ଆବାସ ଘର ଯୋଗାଇ ଦେବା ପାଇଁ ଆଟିଗାଁର ଶ୍ରୀବତ୍ସ ଭୋଇଙ୍କ ଠାରୁ ୬୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ବ୍ଲକ ସମ୍ମୁଖରେ ଭିଜିଲାନ୍ସ ତାଙ୍କୁ ମାଡି ବସିଥିଲା। ବର୍ତ୍ତମାନ ବ୍ଲକ କାର୍ଯ୍ୟଳୟରେ ତଦନ୍ତ ଆରମ୍ଭ କରିଛନ୍ତି ଭିଜିଲାନ୍ସ ବିଭାଗ । ଖବର ଲେଖାଯିବା ସୁଦ୍ଧା ଭିଜିଲାନ୍ସ ଟିମ୍ ଦ୍ବାରା କଣ ଠାବ କରାଯାଇଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ ।

 

Post a Comment

Previous Post Next Post